ତାଳଚେରରେ ବିଜେପିକୁ ଝଟକା, ୭୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ
ଅନୁଗୋଳ: କଳାହିରା ସହର ତାଳଚେରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି। ବିଜେପିର ୨ଟି ଆଞ୍ଚଳିକ ଶ୍ରମିକ ସଂଘର ୭୦ରୁ ଉର୍ଦ୍ଧ୍ୱ ସକ୍ରିୟ କାର୍ଯ୍ୟକର୍ତ୍ତା ଆଜି ବିଜେପି ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି, ମହାନଦୀ କୋଲଫିଲ୍ଡସ୍ କଣ୍ଟ୍ରାକ୍ଚୁଆଲ ଟ୍ରାନ୍ସପୋର୍ଟ ୱାର୍କର ୟୁନିଅନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ସମସ୍ତ ନବାଗତ ସଦସ୍ୟଙ୍କୁ ବିଜୁ ଜନତା ଦଳ ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଛି।
The post ତାଳଚେରରେ ବିଜେପିକୁ ଝଟକା, ୭୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ first appeared on ANGUL TV ODISHA.
ଅନୁଗୋଳ: କଳାହିରା ସହର ତାଳଚେରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ଲାଗିଛି। ବିଜେପିର ୨ଟି ଆଞ୍ଚଳିକ ଶ୍ରମିକ ସଂଘର ୭୦ରୁ ଉର୍ଦ୍ଧ୍ୱ ସକ୍ରିୟ କାର୍ଯ୍ୟକର୍ତ୍ତା ଆଜି ବିଜେପି ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।
ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି, ମହାନଦୀ କୋଲଫିଲ୍ଡସ୍ କଣ୍ଟ୍ରାକ୍ଚୁଆଲ ଟ୍ରାନ୍ସପୋର୍ଟ ୱାର୍କର ୟୁନିଅନର ସଭାପତି ତଥା ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ଅବସରରେ ସମସ୍ତ ନବାଗତ ସଦସ୍ୟଙ୍କୁ ବିଜୁ ଜନତା ଦଳ ପରିବାରକୁ ହାର୍ଦ୍ଦିକ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଛି।The post ତାଳଚେରରେ ବିଜେପିକୁ ଝଟକା, ୭୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ first appeared on ANGUL TV ODISHA.